ଆଞ୍ଚଳିକ

ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ଶୁଭ ମୁହୂର୍ତ୍ତ ; ତଦାରଖ କମିଟି ବୈଠକ ପରେ ଅଧ୍ୟକ୍ଷ ଜଷ୍ଟିସ ରଥଙ୍କ ସୂଚନା |

Spread the love

-ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ଶୁଭ ମୁହୂର୍ତ୍ତ
-ତଦାରଖ କମିଟି ବୈଠକ ପରେ ଅଧ୍ୟକ୍ଷ ଜଷ୍ଟିସ ରଥଙ୍କ ସୂଚନା
-ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ

ରତ୍ନଭଣ୍ଡାରକୁ କିଏ ଯିବେ ଆସିଲା ନାମ

-ଯାଞ୍ଚ କମିଟିର ୨ ସଦସ୍ୟ ରତ୍ନଭଣ୍ଡାରକୁ ଯିବେ
-ଜଷ୍ଟିସ ବିଶ୍ବନାଥ ରଥ, ସିବିକେ ମହାନ୍ତି ଯିବେ
-ଦେଉଳ କରଣ, ତଢ଼ଉକରଣ ଭିତରକୁ ଯିବେ
-ଗଜପତିଙ୍କ ପ୍ରତିନିଧି,ଏଏସଆଇ ଟିମ୍‌ ସଦସ୍ୟ
-ପରିଚାଳନା କମିଟିର ୨ ଜଣ ଭିରତକୁ ଯିବେ

Leave a Reply

Your email address will not be published. Required fields are marked *