ଆଜି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ’ ; ୟୁନିଟ୍ ୬ ଗଙ୍ଗନଗର ଛକରୁ ଆରମ୍ଭ ହେବ ରାଲି | LIC ଛକ, ଗୋପବନ୍ଧୁ ଛକ ହୋଇ ରୂପାଲି ଛକ ଯିବ | ରୂପାଲି ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ୍ ଶୋ’ ଯିବ | ରୋଡ୍ ଶୋ’ ପାଇଁ ଭୁବନେଶ୍ବରରେ ଟ୍ରାଫିକ୍ କଟକଣା, ସାଢ଼େ ୪ଟାରୁ ବନ୍ଦ ରହିବ ରାସ୍ତା |