ଆଞ୍ଚଳିକ ଆସନ୍ତା ୧୮ ତାରିଖ ଗୁରୁବାର ଖୋଲିବ ଭିତର ରତ୍ନ ଭଣ୍ଡାର July 16, 2024 mos live Spread the love-ଆସନ୍ତା ୧୮ ତାରିଖ ଗୁରୁବାର ଖୋଲିବ ଭିତର ରତ୍ନ ଭଣ୍ଡାର । -ସକାଳ 9.51 ରୁ 12.15 ମଧ୍ୟରେ ଖୋଲାଯିବ ରତ୍ନ ଭଣ୍ଡାର । -ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା | -ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ଜଷ୍ଟିସ ରଥଙ୍କ ସୂଚନା |