ରାଜ୍ୟ

ରାଜ୍ୟସଭା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ; ସେପ୍ଟେମ୍ୱର ୩ରେ ରାଜ୍ୟସଭା ଉପନିର୍ବାଚନ

Spread the love

-ସେପ୍ଟେମ୍ୱର ୩ରେ ରାଜ୍ୟସଭା ଉପନିର୍ବାଚନ
-୯ ରାଜ୍ୟର ୧୨ ଆସନ ପାଇଁ ହେବ ଉପନିର୍ବାଚନ
-ଓଡ଼ିଶାରେ ଖାଲି ପଡ଼ିଛି ଗୋଟିଏ ଆସନ
-ମମତା ମହାନ୍ତ ଇସ୍ତଫା ଦେବା ପରେ ଖାଲି ପଡ଼ିଛି ଆସନ
-ଅଗଷ୍ଟ ୧୪ରେ ବିଜ୍ଞପ୍ତି, ୨୧ ସୁଦ୍ଧା ନାମାଙ୍କନ ଦାଖଲ
-ଅଗଷ୍ଟ ୨୨ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ
-ଓଡ଼ିଶା ପାଇଁ ଅଗଷ୍ଟ ୨୭ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ
-ସେପ୍ଟେମ୍ବର ୩ରେ ନିର୍ବାଚନ ଓ ଭୋଟ୍ ଗଣତି

Leave a Reply

Your email address will not be published. Required fields are marked *