କ୍ରୀଡା

ଆଜି କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କ ପଦକ ରାୟ

Spread the love

ଆଜି କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କ ପଦକ ରାୟ

-ଆଜି ଆସିବ ଭିନେଶଙ୍କ ପଦକ ସମ୍ପର୍କିତ ମାମଲାର ରାୟ
-ରାୟ ଶୁଣାଇବେ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟ
-ମିଳିତ ରୌପ୍ୟ ପଦକ ପାଇଁ CASର ଦ୍ବାରସ୍ଥ ହୋଇଛନ୍ତି ଭିନେଶ
-ଅଧିକ ଓଜନ ପାଇଁ ଅଲିମ୍ପିକ୍ସ କୁସ୍ତିରେ ଅଯୋଗ୍ୟ ଘୋଷଣା ହୋଇଥିଲେ

Leave a Reply

Your email address will not be published. Required fields are marked *