କ୍ରୀଡା

ଆଜି ଏମର୍ଜିଙ୍ଗ୍ ଏସିଆ କପ୍‌ରେ ଭାରତ-ପାକିସ୍ତାନ ଟକ୍କର

Spread the love

ଆଜି ଏମର୍ଜିଙ୍ଗ୍ ଏସିଆ କପ୍‌ରେ ଭାରତ-ପାକିସ୍ତାନ ଟକ୍କର । ପାକିସ୍ତାନ-ଏକୁ ଭେଟିବ ଇଣ୍ଡିଆ-ଏ । ଶ୍ରୀଲଙ୍କାର ଆର୍‌. ପ୍ରେମଦାସା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । କଡ଼ା ମୁକାବିଲାରେ ପାକିସ୍ତାନକୁ ଟକ୍କର ଦେବାକୁ ଟିମ୍‌ ଇଣ୍ଡିଆ ତୟାର । ଏସିଆ କପ୍ ଏବଂ ଆଇସିସି ବିଶ୍ବକପ ପୂର୍ବରୁ ଭାରତ ଏବଂ ପାକିସ୍ତାନ ପ୍ରତିଯୋଗିତା କରିବାକୁ ଯାଉଛନ୍ତି। ଯାହାକୁ ନେଇ କ୍ରିକେଟ୍ ପ୍ରଶଂସକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏମର୍ଜିଙ୍ଗ୍ ଏସିଆ କପ୍‌ ଜୁଲାଇ 13 ରୁ ଆରମ୍ଭ ହୋଇଥିବା ବେଳେ 23 ଜୁଲାଇ ପର୍ଯ୍ୟନ୍ତ ଖେଳାଯିବ ।

Leave a Reply

Your email address will not be published. Required fields are marked *