ରାଜ୍ୟ ବାର୍ଡ ଫ୍ଲୁ ଭୟରେ ପଶ୍ଚିମବଙ୍ଗ ସୀମାରେ ଅଟକିଛି କୁକୁଡ଼ା ଓ ଅଣ୍ଡା ଟ୍ରକ୍ September 6, 2024 mos live Spread the love-ବାର୍ଡ ଫ୍ଲୁ ଭୟରେ ପଶ୍ଚିମବଙ୍ଗ ସୀମାରେ ଅଟକିଛି କୁକୁଡ଼ା ଓ ଅଣ୍ଡା ଟ୍ରକ୍ -ଓଡ଼ିଶା ସୀମାନ୍ତ ଚେକ୍ଗେଟ୍ ନିକଟରେ ଅଟକାଇଲା ପ.ବଙ୍ଗ ପୋଲିସ -ଆନ୍ଧ୍ରରୁ ଆସାମ ଯାଉଥିବା ୭୦ରୁ ଅଧିକ କୁକୁଡ଼ା ଓ ଅଣ୍ଡା ଟ୍ରକ୍ ଅଟକିଛି -ଓଡ଼ିଶାରେ ବାର୍ଡ ଫ୍ଲୁ ହୋଇଥିବାରୁ ଭୟରେ ଛାଡୁ ନଥିବା ସୂଚନା