ଶିକ୍ଷା

SBI ରେ ପୂରଣ ହେବ ମ୍ୟାନେଜର ପଦବୀ; ଚାଲିଛି ଆବେଦନ

Spread the love

ଆପଣ ଯଦି SBI ରେ କାମ କରିବାକୁ ଆଗ୍ରହୀ, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ SBI ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଚାକିରି ପାଇବାକୁ ସମସ୍ତେ ଇଚ୍ଛା କରନ୍ତି। ଯଦି ଆପଣ ମଧ୍ୟ SBI ରେ କାମ କରିବାକୁ ଆଗ୍ରହୀ, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ SBI ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ମାଧ୍ୟମରେ SBIରେ ଡେପୁଟୀ ମ୍ୟାନେଜର ଓ ଆସିଷ୍ଟାଣ୍ଟ୍ ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୫୦୦ ରୁ ଅଧିକ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୪ ସେପ୍ଟେମ୍ବର ୨୦୨୪
ଅନ୍‌ଲାଇନ୍ ଆବେଦନ ଶେଷ – ୦୪ ଅକ୍ଟୋବର ୨୦୨୪
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:
SC – ୨୩୮ଟି ପୋଷ୍ଟ୍
ST – ୧୧୯ଟି ପୋଷ୍ଟ୍
OBC – ୩୯୩ଟି ପୋଷ୍ଟ୍
EWS – ୧୪୭ଟି ପୋଷ୍ଟ୍
UR – ୬୧୪ଟି ପୋଷ୍ଟ୍
ମୋଟ୍ – ୧୫୧୧ଟି ପୋଷ୍ଟ୍

ଯୋଗ୍ୟତା:
ବିଭିନ୍ନ ବିଭାଗ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିବା
ତେବେ ଅଧିକାଂଶ ପଦବୀ ପାଇଁ BE/BTech., M.Tech / M.Sc, ରହିବା ଜରୁରୀ

ବୟସ ସୀମା:
ସର୍ବନିମ୍ନ ବୟସ – ୨୧ ବର୍ଷ
ସର୍ବାଧିକ ବୟସ – ୩୫ ବର୍ଷ

ମାସିକ ଦରମା:
ଡେପୁଟୀ ମ୍ୟାନେଜର – ୯୩,୯୬୦ ଟଙ୍କା
ଆସିଷ୍ଟାଣ୍ଟ୍ ମ୍ୟାନେଜର – ୮୫,୯୨୦ ଟଙ୍କା

ଆବେଦନ ଶୁଳ୍କ:
ସାଧାରଣ ବର୍ଗ/OBC/EWS – ୭୫୦ ଟଙ୍କା
SC/ST/ PwBD – ଦେୟମୁକ୍ତ

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ସାକ୍ଷାତକାର
ଡକ୍ୟୁମେଣ୍ଟ୍ ଯାଞ୍ଚ

Leave a Reply

Your email address will not be published. Required fields are marked *