ଶିକ୍ଷା

HPCL ରିସର୍ଚ୍ଚ ଆସୋସିଏଟ ରେ ଖାଲି ପଡିଛି ପଦବୀ ଜାଣନ୍ତୁ କେମିତି କରିବେ ଆବେଦନ

Spread the love

ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡରେ ଫିକ୍ସଡ ଟର୍ମ ରିସର୍ଚ୍ଚ ଆସେସିଏଟ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଛୁକ ପ୍ରାର୍ଥୀ ୩୦ ସେପ୍ଟେମ୍ବର ଭିତରେ ଅନଲାଇନ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଛୁକ ପ୍ରାର୍ଥୀ ଆବେଦନ ପାଇଁ ବାୟୋ ସାଇନ୍ସ, ମାଇକ୍ରୋବାୟୋଲୋଜି କିମ୍ବା ବାୟୋ ଟେକେ୍ନାଲୋଜିର ପିଏଚଡି ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୩୦ ସେପ୍ଟେମ୍ବର ଭିତରେ ୩୨ ବର୍ଷ ହୋଇଥିବା ଜରୁରୀ । ସରକାରୀ ନିୟମ ଅନୁସାରେ ଓବିସି/ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀଙ୍କୁ ଛାଡ ମିଳିବ ।

ଷ୍ଟାଇପେଣ୍ଡ :ରିସର୍ଚ୍ଚ ଆସୋସିଏଟ ପାଇଁ ଚୟନିତ ପ୍ରାର୍ଥୀ ମାସକୁ ୬୫,୦୦୦ ରୁ ୮୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ । ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଅନୁସାରେ ଷ୍ଟାଇପେଣ୍ଡ ମିଳିବ ।

Leave a Reply

Your email address will not be published. Required fields are marked *