ରାଜ୍ୟ

କଟକରେ ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍ ଜବତ

Spread the love

ଜଗତପୁର ଥାନା ଖଇରା ପୋଲ ନିକଟରେ ଥିବା ‘ଉତ୍କଳ ଡିଷ୍ଟ୍ରିବ୍ୟୁଟର’ ନାମକ ଗୋଦାମରୁ ଆଜି ଜଗତପୁର ଥାନା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍‌ ଜବତ କରିଛି। ଗୋଦାମକୁ ସମ୍ପୂର୍ଣ୍ଣ ସିଲ୍ କରାଯିବା ସହ ମାଲିକଙ୍କୁ ଗିରଫ କରାଯାଇଛି। ଗିରଫ ଗୋଦାମ ମାଲିକ ହେଉଛନ୍ତି ପୁରୀଘାଟ ଥାନା ହରିପୁର ରୋଡ୍ ଅଞ୍ଚଳର ପ୍ରଦୀପ କୁମାର ଚାମୋଲି(୬୦)।

Leave a Reply

Your email address will not be published. Required fields are marked *