କ୍ରୀଡା

ଅଶ୍ୱିନଙ୍କ ସମ୍ମାନରେ ଖାସ୍‌ ସେଲିବ୍ରେସନ କଲେ ବିରାଟ କୋହଲି

Spread the love

ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ୨୮୦ ରନରେ ଜିତିନେଇଛି । ଅଶ୍ୱିନ ଏହି ମ୍ୟାଚର ପ୍ରଥମ ଇନିଂସରେ ଦମଦାର ଶତକ ମାରିଥିବା ବେଳେ ୫ ଓ୍ୱିକେଟ ମଧ୍ୟ ନେଇଛନ୍ତି । ଅଶ୍ୱିନ ୫ଟି ଓ୍ୱିକେଟ ନେବା ପରେ ବହୁତ ଖୁସି ନଜର ଆସିଛନ୍ତି ।ଏହି ମ୍ୟାଚରେ ଟିମର ଷ୍ଟାର ଖେଳାଳି ଅଶ୍ୱିନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ଅଶ୍ୱିନ କ୍ୟାରିଅରରେ ୩୭ ଥର ୫ଟି ଓ୍ୱିକେଟ ହାସଲ କରିଛନ୍ତି । ଏମିତି କରିବାରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ଶେନ ୱାର୍ଣ୍ଣଙ୍କ ରେକର୍ଡ ସମାନ ହୋଇଛନ୍ତି ।ଅଶ୍ୱିନ କ୍ୟାରିଅରରେ ୩୭ ଥର ୫ଟି ଓ୍ୱିକେଟ ହାସଲ କରିଛନ୍ତି । ଏମିତି କରିବାରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ଶେନ ୱାର୍ଣ୍ଣଙ୍କ ରେକର୍ଡ ସମାନ ହୋଇଛନ୍ତି । ଟେଷ୍ଟ କ୍ରିକେଟରୁ ୫ଟି ଓ୍ୱିକେଟ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଅଶ୍ୱିନ ବାଂଲାଦେଶ ବିପକ୍ଷ ୫ଟି ଓ୍ୱିକେଟ ହାସଲ କରିବା ପରେ ବିରାଟ କୋହଲି ଅଶ୍ୱିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *