ଶିକ୍ଷା

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି ପାଇବାର ସ୍ୱପ୍ନ ହେବ ସାକାର

Spread the love

କୋଷ୍ଟ ଗାର୍ଡରେ ସିନିଅର ସିଭିଲିୟନ ଷ୍ଟାଫ ଅଫିସର, ସିଭିଲିୟନ ଷ୍ଟାଫ ଅଫିସର(ଲିଜିଷ୍ଟିକ୍ସ), ଆସିଷ୍ଟାଣ୍ଟ ଡାଇରେକ୍ଟର, ସେକ୍ସନ ଅଫିସର, ସିଭିଲିୟନ ଗାଜଟେଡ ଅଫିସର, ଷ୍ଟୋର ଫୋରମ୍ୟାନ ଏବଂ ଷ୍ଟୋର କିପର ପାଇଁ ନୋଟିଫିକେସନ ଜାରି ହୋଇଛି ।ଇଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୮

ଜରୁରୀ ତାରିଖ : ନୋଟିଫିକେସନ ଜାରି ହେବାର ୬0 ଦିନ ଯାଏଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୬ ବର୍ଷ ହେବା ଜରୁରୀ । ସମସ୍ତ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ତେଣୁ ଇଛୁକ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ନୋଟିଫିକେସନ ଭଲ ଭାବେ ପଢିବା ଉଚିତ ।

ଦରମା : ଖାଲିପଡିଥିବା ପଦବୀରେ ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଅଲଗା ଅଲଗା ଦରମା ମିଳିବ । ତେବେ ପ୍ରାର୍ଥୀଙ୍କୁ ୯,୩୦୦ରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।

 

Leave a Reply

Your email address will not be published. Required fields are marked *