ଆଜିର ରାଶିଫଳ
ମେଷ : କଳା କିମ୍ବା ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିପାରେ । ବ୍ୟବସାୟରେ ଉନ୍ନତି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଖର୍ଚ୍ଚ ଅଧିକ ହେବ । ଶୈକ୍ଷିତ କାର୍ଯ୍ୟରେ ସଫଳତା ମିଳିବ ।
ବୃଷ : ମନ ଖୁସି ରହିବ । ଶୈକ୍ଷିତ କାର୍ଯ୍ୟରେ ସଫଳତା ମିଳିବ । ମାନ ସମ୍ମାନ ପ୍ରାପ୍ତି ହେବ । ଚାକିରିରେ ଉନ୍ନତିର ଅବସର ମିଳିପାରେ । ମାନ ସମ୍ମାନ ପାଇବେ । ମନ ଖୁସି ରହିବ ।
ମିଥୁନ : ବାଣୀରେ ମଧୁରତା ରହିବ । ମନରେ ନକାରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ । ପରିବାରର ସମର୍ଥନ ପାଇବେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଯୋଗ ରହିଛି । ମାନସିକ ଶାନ୍ତି ରହିବ ।
କର୍କଟ : ମନ ପ୍ରସନ୍ନ ରହିବ । ପରିବାରରେ ମାନ ସମ୍ମାନ ବଢ଼ିବ । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିପାରେ । ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ । କଠିନ ପରିଶ୍ରମ କରିବେ ।
ସିଂହ : ଆତ୍ମବିଶ୍ୱାସ ରହିବ । ଚାକିରିରେ ଉନ୍ନତିର ରାସ୍ତା ଫିଟିବ । ବାହନ ପ୍ରାପ୍ତିର ମଧ୍ୟ ସମ୍ଭାବନା ରହିଛି । ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ । ବ୍ୟବସାୟରେ ଅଧିକ କଠିନ ପରିଶ୍ରମ କରିବେ ।
କନ୍ୟା : ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ । ଅଧିକ ଦୌଡ଼ାଦୌଡ଼ି ହେବ । ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତୁଳା : ମନରେ ନିରାଶା ଏବଂ ଅସନ୍ତୋଷ ରହିପାରେ । ଚାକିରିରେ କୌଣସି ଅନ୍ୟ ସ୍ଥାନକୁ ଯାଇପାରନ୍ତି । ବ୍ୟବସାୟରେ କୌଣସି ବନ୍ଧୁଙ୍କ ସମର୍ଥନ ପାଇପାରନ୍ତି । ଧୌର୍ଯ୍ୟ ବଜାୟ ରଖନ୍ତୁ ।
ବିଛା : ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଆୟ ବୃଦ୍ଧି ପାଇବ । ସନ୍ତାନର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ । ପରିବାରରେ ସୁଖ, ଶାନ୍ତି ରହିବ ।
ଧନୁ : ମାନସିକ ଶାନ୍ତି ରହିବ । ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ହେବ । ବାହନ ସୁଖର ଲାଭ ପାଇବେ ।
ମକର : ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସ ବଢ଼ିବ । ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାତ୍ରା ଲାଭଦାୟକ ରହିବ ।
କୁମ୍ଭ : କଳା କିମ୍ବା ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଧନ ସ୍ଥିତିରେ ସୁଧାର ହେବ । ସ୍ଥାନ ପରିବର୍ତ୍ତନ ହୋଇପାରେ । ସନ୍ତାନ ତରଫରୁ ଭଲ ଖବର ପାଇପାରନ୍ତି ।
ମୀନ : ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ । ବାପାଙ୍କ ସମର୍ଥନ ପାଇବେ । ମନ ଚିନ୍ତିତ ରହିବ । ବ୍ୟବସାୟରେ ଉନ୍ନତି ହେବ । ଅନାବଶ୍ୟକ ଚାପରୁ ଦୂରେଇ ରୁହନ୍ତୁ । ଆୟ ବୃଦ୍ଧି ପାଇବ ।
