OnePlus ପ୍ରଡକ୍ଟରେ ମିଳୁଛି ଜବରଦସ୍ତ ଦିଓ୍ୱାଲି ଅଫର
ପାର୍ବଣ ଋତୁରେ ଅନେକ କମ୍ପାନୀ ଦିଓ୍ୱାଲି ଏବଂ ଦଶହରା ସେଲ ଆଣିଛନ୍ତି । ଫେଷ୍ଟିଭ ଅଫର ସମୟରେ ଗ୍ରାହକମାନେ ଅତି ସୁଲଭ ଦାମରେ ପ୍ରଡକ୍ଟ କିଣିଥାନ୍ତି ଏବଂ ଆଟ୍ରାକ୍ଟିଭ୍ ଡ଼ିସକାଉଣ୍ଟ ଅଫର ଏବଂ ଡିଲ୍ ମଧ୍ୟ ପାଆନ୍ତି । ଦିଓ୍ୱାଲି ସେଲ୍ରେ OnePlus ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ଇୟରବଡ୍ସ ମଧ୍ୟ ଶସ୍ତା ମୂଲ୍ୟରେ ବିକ୍ରି କରୁଛି । ଏହି ସମୟରେ ଆପଣ OnePlus 12, OnePlus Nord 4, OnePlus Nord CE4, OnePlus Watch 2, OnePlus Pad 2 ପରି ପ୍ରଡକ୍ଟ ଉପରେ ମଧ୍ୟ ଭଲ ଡ଼ିସକାଉଣ୍ଟ ପାଇପାରିବେ ।
