ରାଜ୍ୟ

୫ ବର୍ଷର ଶିଶୁକୁ ଖିନ୍‌ଭିନ୍‌ କରି ମାରିଲା ସିଂହୀ

Spread the love

ଗୁଜରାଟର ଅମରେଲୀ ଜିଲାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ସିଂହୀ ଜଣେ ଚାଷୀଙ୍କ ୫ ବର୍ଷର ଶିଶୁକୁ ଖିନିଭିନ୍‌ କରି ମାରି ଦେଇଛି।

ଶିଶୁ ଜଣକ ଜଫରାବାଦ ଅଞ୍ଚଳରେ ନବୀ ଜିକାଦରୀ ଗାଁରେ ନିଜ ଘର ବାହାରେ ଖେଳୁଥିବା ସମୟରେ ସିଂହୀ ଆକ୍ରମଣ କରିଥିଲା । ଶିଶୁକୁ ମାରିବା ପରେ ଜଙ୍ଗଲ ଆଡକୁ ନେଇ ପଳାଇଥିଲା । ଅନେକ ଖୋଜାଖୋଜି କରିବା ପରେ ବନ ବିଭାଗକୁ ଶିଶୁର ମୃତଦେହ ମିଳିଥିଲା । ଏବେ ବନ ବିଭାଗ ସିଂହୀକୁ ଖୋଜିବାକୁ ଚେଷ୍ଟା ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *