ଶିକ୍ଷା

ଦଶମ ଏବଂ ଦ୍ଵାଦଶ ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ

Spread the love

ଦଶମ ଏବଂ ଦ୍ଵାଦଶ ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ। ଆସନ୍ତା ଜାନୁଆରୀ ୧ ତାରିଖରୁ ହେବ ପ୍ରାକ୍ଟିକାଲ୍ ଏବଂ ଇଣ୍ଟରନାଲ୍ ପରୀକ୍ଷା। ସେହିପରି ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା।

Leave a Reply

Your email address will not be published. Required fields are marked *