ରାଜ୍ୟ

ସମ୍ବଲପୁରରେ ଗଡ଼ୁନି ମୋ ବସ୍ ,କର୍ମଚାରୀଙ୍କ ଆନ୍ଦୋଳନ

Spread the love

ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍। ଠିକା କଂପାନିର ଅଧିକାରୀଙ୍କ ମନମୁଖୀ ପ୍ରତିବାଦରେ ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ସୂଚନା ମୁତାବକ , ଠିକା କଂପାନିର ଅଧିକାରୀ ଅଯଥା ବସ୍ କଣ୍ଡକ୍ଟର ଓ ଚାଳକଙ୍କ ଦରମାରୁ ଟଙ୍କା କାଟି ଦେଉଛନ୍ତି। ଏହାକୁ ନେଇ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁ ନଥିବା ମୋ ବସ୍ କର୍ମଚାରୀମାନେ କହିଛନ୍ତି। ଏଣୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Leave a Reply

Your email address will not be published. Required fields are marked *