ଦେଶ ବିଦେଶ

ଭୂକମ୍ପରେ ଥରିଲା ଆଫ୍ରିକୀୟ ରାଷ୍ଟ୍ର କ୍ୟୁବା

Spread the love

କ୍ୟୁବାରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ଥିଲା । ଏକ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପରେ ବହୁ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ମୃତାହତ ନେଇ କୌଣସି ସୂଚନା ମିଳି ନାହିଁ । ଭୂମିକମ୍ପ ପରେ ଲୋକେ ଭୟରେ ଘରୁ ବାହାରକୁ ପାଳାଇ ଆସିଥିଲେ।

Leave a Reply

Your email address will not be published. Required fields are marked *