ଦେଶ ବିଦେଶ

ଟ୍ରେନ ଆଗରେ ରିଲ୍ସ କରିବା ପଡିବ ମହଙ୍ଗା

Spread the love

ଏଥର ରେଳଟ୍ରାକରେ ହେଉ ଅବା ଟ୍ରେନ ଭିତରେ ରିଲ୍ସ କରିବା ପଡିବ ମହଙ୍ଗା । ଏଥିପାଇଁ ରେଲୱେ ପକ୍ଷରୁ ନୋଟିସ ଜାରି କରାଯାଇଛି । ରେଳ ସୁରକ୍ଷା ପାଇଁ ବିପଦ ଆଣୁଥିବା ଲୋକଙ୍କ ଉପରେ ଏଥର କେସ୍ କରାଯିବ । ଯଦି କୌଣସି ବ୍ୟକ୍ତି ଟ୍ରେନ କିମ୍ବା ଟ୍ରେନ ଟ୍ରାକରେ ରିଲ୍ସ କରୁଥାନ୍ତି, ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ । ଏନେଇ କେନ୍ଦ୍ର ସରକାର ଶକ୍ତ ଆଭିମୁଖ୍ୟ ଆପଣାଇଥିବା ବେଳେ ରେଲୱେ ବୋର୍ଡ ବିଜ୍ଞପ୍ତି ଜାରି କରିଛି ।

Leave a Reply

Your email address will not be published. Required fields are marked *