ରାଜ୍ୟ

ବାଲିଯାତ୍ରା ବୁଲୁଥିବା ବେଳେ କରେଣ୍ଟ ଲାଗି ଛାତ୍ର ମୃତ

Spread the love

ବାଲିଯାତ୍ରା ବୁଲୁଥିବା ସମୟରେ କରେଣ୍ଟ ଲାଗି ଚାଲିଯାଇଛି  ବିଶ୍ବ ପ୍ରକାଶ ମନ୍ଥନଙ୍କ ଜୀବନ |କଟକ ତୁଳସୀପୁର ସ୍ଥିତ +୨ ଛାତ୍ର ହଷ୍ଟେଲରେ ରହୁଥିବା ବେଳେ ବାଲିଯାତ୍ରା ବୁଲିବାକୁ ଆସିଥିଲେ । ବାଲିଯାତ୍ରାରେ ଲିଚୁ ଲାଇଟ୍ ରୁ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  କରେଣ୍ଟ ଲାଗି ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *