ରାଜ୍ୟ

ବିଦ୍ୟୁତ ତାର ନେଲା ୩ ହାତୀଙ୍କ ଜୀବନ

Spread the love

ରେଢାଖୋଲ ବନଖଣ୍ଡ ନାକଟିଦେଉଳ ଘୋଷରାମାଲ ଗାଁ ଜଙ୍ଗଲ ନିକଟରେ ୩ଟି ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା ।  ସକାଳେ ଲୋକ ଧାନ କାଟିବାକୁ ଯାଇଥିବା ବେଳେ ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।  ୨ଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀ ରହିଛି । ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ । ତେବେ ୩ ହାତୀଙ୍କ କିପରି ମୃତ୍ୟୁ ହେଲା ସ୍ପଷ୍ଟ କାରଣ ଜଣାପଡିନଥିବାବେଳେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *