ମନୋରଞ୍ଜନ

ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କଲେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ

Spread the love

ବାଜିଲା ଏଲିନାଙ୍କ ସାହାନାଇ।ଇଣ୍ଡୋନେସିଆ ବାଲିରେ ହାତକୁ ଦି ହାତ ହୋଇଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି । ଏଲିନା ନିଜ ବାହାଘର ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି |ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ ପରେ ଶୁଭେଛାର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *