ମାଲକାନଗିରି ଜିଲ୍ଲା ଜିନ୍ଦେଲଗୁଡା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ
ମାଲକାନଗିରି ଜିଲ୍ଲା ଜିନ୍ଦେଲଗୁଡା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଡିଭିଏଫ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯବାନଙ୍କ ନାମ ଡମରୁ ବଡନାୟକ ବୋଲି ଜଣାପଡିଛି । ଏଥିସହ ଦୁଇ ମାଓବାଦୀଙ୍କୁ କାବୁ କରିଛନ୍ତି ଯବାନ ।
