ଦେଶ ବିଦେଶ

୨୫ ବର୍ଷ ଅର୍ଥାତ୍‌ ୨୦୫୦ ମସିହା ସୁଦ୍ଧା ଭାରତରେ ଶିଶୁଙ୍କ ସଂଖ୍ୟା ୧୦.୬ କୋଟି ହ୍ରାସ ପାଇବ

Spread the love

ଆସନ୍ତା ୨୫ ବର୍ଷ ଅର୍ଥାତ୍‌ ୨୦୫୦ ମସିହା ସୁଦ୍ଧା ଭାରତରେ ଶିଶୁଙ୍କ ସଂଖ୍ୟା ୧୦.୬ କୋଟି ହ୍ରାସ ପାଇବ ବୋଲି ଜାତିସଂଘ ସଂସ୍ଥା ୟୁନିସେଫ୍‌ ତରଫରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୁଧବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ୨୦୫୦ ସୁଦ୍ଧା ବିଶ୍ବରେ ଶିଶୁଙ୍କ ସଂଖ୍ୟା ୨୦୩ କୋଟି ଛୁଇଁବ। ଏଥିମଧ୍ୟରେ ଭାରତର ୩୫ କୋଟି ରହିବ ବୋଲି କୁହାଯାଇଛି।ୟୁନିସେଫ୍‌ ପକ୍ଷରୁ ଶିଶୁଙ୍କ ପ୍ରତି ବିପଦ ରହିଥିବା ୧୬୩ ରାଷ୍ଟ୍ରଙ୍କ ତାଲିକାରେ ଭାରତ ୨୬ତମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *