ରାଜ୍ୟ

କାର୍ଯ୍ୟରେ ଯୋଗ ଦେଲେ IAS ସୁଜାତା କାର୍ତ୍ତିକେୟନ

Spread the love

ସୁଜାତା କାର୍ତ୍ତିକେୟନ୍‌ ତାଙ୍କ ସନ୍ତାନର ଯତ୍ନ ନେବାକୁ ଦର୍ଶାଇ ଗତ ମେ ୩୧ରୁ ୬ ମାସ ଅର୍ଥାତ୍‌ ନଭେମ୍ବର ୨୬ ଯାଏ ଛୁଟି ନେଇଥିଲେ । ୬ ମାସ ଛୁଟିରୁ ଫେରିବା ପରେ ଆଜି (ବୁଧବାର) କାର୍ଯ୍ୟରେ ଯୋଗ ଦେଇଛନ୍ତି। ମଙ୍ଗଳବାର ତାଙ୍କର ଛୁଟି ସରୁଥିବା ବେଳେ ସେ ଗତ ୪ ତାରିଖରେ ଆଉ ଆଉ ୬ ମାସ ପାଇଁ ଛୁଟି ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ହେଲେ ଏହାକୁ ରାଜ୍ୟ ସରକାର ଖାରଜ କରିଥିଲେ। ଏଥିସହ ବୁଧବାର କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା।

Leave a Reply

Your email address will not be published. Required fields are marked *