ରାଜ୍ୟ ଫେବୃଆରୀ ୧୫ରୁ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବ ହକି ମହାକୁମ୍ଭ February 4, 2025 mos live Spread the loveଓଡ଼ିଶାରେ ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ହକି। ଫେବୃଆରୀ ୧୫ ରୁ ୨୫ ଯାଏ FIH ହକି ପ୍ରୋ ଲିଗ ୨୦୨୪-୨୫ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ତେବେ ସବୁଠୁ ଖୁସିର କଥା ହେଉଛି, ଏହି ମ୍ୟାଚକୁ ଫ୍ୟାନ ମାନେ ମାଗଣାରେ ଦେଖି ପାରିବେ। ହକି ଇଣ୍ଡିଆ ପକ୍ଷରୁ ମ୍ୟାଚର ଏଣ୍ଟ୍ରି ଫିସ ଛାଡ଼ କରାଯାଇଛି।