ରାଜ୍ୟ

ଚକା ଫାଟି ରାସ୍ତାରେ ଓଲଟିଲା ବସ୍

Spread the love

ନବରଙ୍ଗପୁର ତାରାଗାଁ ଛକ ନିକଟରେ ଏକ ଘରୋଇ ବସଟି ଚକା ଫାଟିବାରୁ  ଭାରସାମ୍ୟ ହରାଇ ଓଲଟି ପଡିଥିଲା |ବସ ତଳେ ଜଣେ ଯାତ୍ରୀ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଏଥିରେ ଅକେକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *