ଦେଶ ବିଦେଶ

ମହାକୁମ୍ଭରେ ହଟ୍ ଏୟାର ବେଲୁନ୍ ଫାଟି ୬ ଜଣ ଶ୍ରଦ୍ଧାଳୁ ଆହତ

Spread the love

ସୋମବାର ଦିନ ଏକ ହିଲିୟମ ଗ୍ୟାସ ଭର୍ତ୍ତି ହଟ୍ ଏୟାର ବେଲୁନ ଫାଟିବା ଯୋଗୁଁ ଏଥିରେ ବସିଥିବା ୬ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।ଆହତ ହୋଇଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଜରିଆରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରେ ଜଣକ ଅବସ୍ଥା ଗୁରୁତର ରହିଛି । ଏଥିରେ ଥିବା ସମସ୍ତ ଲୋକଙ୍କ ପରିଚୟ ମିଳିଛି । ଯଦି ହଟ୍ ଏୟାର ବେଲୁନ ଅଧିକ ଉଚ୍ଚରେ ଫାଟିଥାନ୍ତା, ତେବେ ଆଉ ଏକ ବଡ଼ ଅଘଟଣ ହୋଇଥାନ୍ତା ।

Leave a Reply

Your email address will not be published. Required fields are marked *