ରାଜ୍ୟ

ଇଣ୍ଡିଆ-ଇଂଲଣ୍ଡ ଖେଳ ପାଇଁ କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା

Spread the love

ଇଣ୍ଡିଆ ଇଂଲଣ୍ଡ ଖେଳ ପାଇଁ ଜନ ସମାଗମକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ 8 ଶନିବାର ଓ 9 ତାରିଖ ରବିବାର ଟ୍ରାଫିକ କଟକଣା ଘୋଷଣା କରାଯାଇଛି । ଶନିବାର ନେଟ ପ୍ରାକଟିସ ଯୋଗୁ ଅପରାହ୍ନ ୧ ଘଟିକାରୁ ରାତ୍ର ୯ ଘଟିକା ଓ ରବିବାର ସକାଳ ୮ ଘଟିକାରୁ ଖେଳ ସାରିବା ଯାଏ ଟ୍ରାଫିକ କଟକଣା ବଳବତ୍ତର ରହିବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *