ରାଜ୍ୟ

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

Spread the love

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ସକାଳ ୬ଟା ୪୫ରେ ଟ୍ରେନ ବାହାରିଥିଲା । ଏହି ସମୟରେ ଏସି ବଗିରେ ଧୂଆଁ ବାହାରୁଥିବା ଦେଖି ଟ୍ରେନ ଅଟକାଇଥିଲେ । ଏହି କାରଣରୁ ମଞ୍ଚେଶ୍ୱର ରେଳଷ୍ଟେସନରେ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଥିଲା । ଫଳରେ ଟ୍ରେନ୍‌ଟି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା । ପ୍ରାୟ ୩୦ ମିନିଟ୍ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିବା ରେଲୱେ ପକ୍ଷରୁ ସୂଚନା  ମିଳିଛି ।

Leave a Reply

Your email address will not be published. Required fields are marked *