କାନନ ବିହାର ଫେଜ -୨,ହେଉଥିବା ରାସ୍ତା ମରାମତି କାର୍ଯ୍ୟ କୁ ବହୁତ ଶୀଘ୍ର ସାରିବାପାଇଁ ଅନୁରୋଧ
କାନନ ବିହାର ଫେଜ -୨,ହେଉଥିବା ରାସ୍ତା ମରାମତି କାର୍ଯ୍ୟ କୁ ବହୁତ ଶୀଘ୍ର ସାରିବାପାଇଁ ଅନୁରୋଧ.ବର୍ଷା ଯୋଗୁ କଲୋନୀ ଭିତରେ ଯାତାୟତ କରିବା ପାଇଁ ବରିଷ୍ଠ ନାଗରିକ ମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି.ପାର୍କ ଭିତରକୁ ଲେନ ୨ ରେ ସର୍ବସାଧାରଣ ପ୍ରବେଶ କରିବା କଷ୍ଟକର.କଣ୍ଟ୍ରାକ୍ଟର କାର୍ୟ କରିବାକୁ ତତ୍ପରତା ପ୍ରକାଶ ପାଇଛି.କାର୍ୟ କିପରି ସୁନ୍ଦର୍ ଭାବେ ହୋଇ ପାରିବ ବହୁତ ଦିନ ରାସ୍ତା ଉପରେ ଆମେ ବ୍ୟବହାର କରି ପାରିବା ଏହା ସମୂହ ଦାୟିତ୍ଵ ଏବଂ ସମସ୍ତ ବାସିନ୍ଦା ମତାମତ ଦେବାକୁ ଅନୁରୋଧକରାଯାଇଛି ସେମାନଙ୍କୁ ଏହି କାମରେ ସାହାଯ୍ୟ କରାଯିବ ବୋଲି କଲୋନୀ ବାସିନ୍ଦା ମାନେ ପ୍ରକାଶ କରନ୍ତି.
ବି ଏମ ସି ତରଫରୁ କୌଣଷି ବରିଷ୍ଠ ଅଧିକାରୀ ଆସି କାର୍ଯ୍ୟକୁ ତଦାରଖ କରିବା ପାଇଁ ବି ଏମ ସି କମିଶନଏର ଗତକାଲି ଅନୁରୋଧ କରାଯାଇଛି.ସମୁହ କାର୍ଯ୍ୟକୁ, ଆମେ ସମସ୍ତେ ମିଶି ସର୍ବ ସାଧାରଣ ଙ୍କ ସୁବିଧା କରିବା ପାଇଁ କିଛି ଉନ୍ନତି ପାଇଁ ଚେଷ୍ଟା କରିବା ପାଇଁ ଅନୁରୋଧ . ସରକାରୀ ପଇସା କୁ ସର୍ବସାଧାରଣ ଙ୍କ କାର୍ଯ୍ୟରେ ଉପଯୁକ୍ତ ବିନିମୟ ହେବା ସମସ୍ତେ ହୃଦୟଙ୍ଗମ କରନ୍ତି.ଲେନ ୧ ରେ ଚାଲି କି ଯିବା କଷ୍ଟକର ହୋଇ ପଡିଛି.. ଏହି ରାସ୍ତା ରେ ପ୍ରତିଦିନ ୧୦ ହଜାର ଲୋକ ଯାତାୟତ କରିବା ଦେଖାଯାଏ
ବି ଏମ ସି ଭାରିଯାନ କଲୋନୀ ଭିତରେ ନ ପଶିବା ପାଇଁ ଲେନ ୧ ରେ ଏକ ଗେଟ ନିର୍ମାଣ ପାଇଁ ଅନୁରୋଧ ଯେଉଁ ଘର ଗୁଡିକ୍ ସର୍ବସାଧାରଣ ବ୍ୟବହାର ପାଇଁ ରହିଥିବା ସ୍ଥାନରେ ଅବରୋଧ କରିଛନ୍ତି ବ୍ୟବସାୟ ଜନିତ ବ୍ୟବହାର କରି ସରକାର ଙ୍କୁ ଟ୍ୟାକ୍ସ ଅବହେଳା କରୁଛନ୍ତି ତାକୁ ଚିହ୍ନଟ କରାଯାଉ..କଲୋନୀ ଭିତରେ ଥିବା ଖାଲି ସ୍ଥାନ ଗୁଡିକ ଚିହ୍ନଟ କରାଯାଇ ସମୁହ ବ୍ୟବହାର ପାଇଁ ପଦକ୍ଷେପ ନେବାକୁ ଅନୁରୋଧ. ଲେନ ନମ୍ବର -୨ ରେ ଥିବା ପାୱାର ଗ୍ରୀଡ କୁ ୩ ଫୁଟ୍ ଭିତରକୁ ନେବା ପାଇଁ ପଦକ୍ଷେପ ନିଆ ଯାଉ .କାନନ ବିହାର ଫେଜ -୨ କୁ ସର୍ବାଙ୍ଗ ସୁନ୍ଦର ଭିତର ରାସ୍ତା ଗୁଡ଼ିକ କରିବା ପାଇଁ ବି ବି ଏମ ସି କୁ ଅନୁରୋଧ.

