ଆନ୍ତର୍ଜାତୀୟଭୁବନେଶ୍ଵର

ଭୁବନେଶ୍ବର ରେ ଆନ୍ତର୍ଜାତୀୟ ଟ୍ରେଡ ମେଳା

Spread the love

ତା ୨୪.୦୫.୨୦୨୫ ସ୍ଥାନୀୟ ଜନତା ମଇଦାନରେ ଆନ୍ତର୍ଜାତୀୟ ଟ୍ରେଡ ମେଳା ଗତ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି .ଓଡିଶା ସରକାରଙ୍କ ମାନ୍ୟବର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ,ଭାରତୀୟ ଜନତା ପାର୍ଟିର ରାଜ୍ଯ ସଭାପତି, ରାଜ୍ଯ ଉପ ସଭାପତି, ସ୍ଥାନୀୟ ବିଧାୟକ ,ଙ୍କ ଦ୍ଵାରା ଏହା ମହା ସମାରୋହରେ ଉଦଘାଟନ କରିଛନ୍ତି .ଓଡ଼ିଶାର ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ .ଏହାର ଆୟୋଜନ କରିଛିନ୍ତି .ଏହା ଓଡ଼ିଶାର ବିକଶିତ ହେବାରେ ଉପାଦେୟ ହେବ ବୋଲି ଆଶା କରନ୍ତି.ଏହି ମେଲା ତା ୦୨.୦୬.୨୦୨୫ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ଏହାର ଆୟୋଜକ ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତା ,ଏବଂ ଶ୍ରୀଯୁକ୍ତ ସୁଜିତ୍ କୁମାର ଗୁପ୍ତା ପ୍ରକାଶ କରିଛନ୍ତି .ଭୁବନେଶ୍ବର ନଗର ବାସିନ୍ଦା ମାନେ ପ୍ରତିଦିନ ଦିନ ୨ ଘଣ୍ଟିକା ପରେ ରାତ୍ରି ୧୦ ପର୍ୟ୍ୟନ୍ତ ଦେଶର ବିଭିନ୍ନ ଜାଗାରୁ ଆସିଥିବା ସମାଗ୍ରୀଓଡିଶା ରେ ଏହାର୍ କଳା ,ଓଡ଼ିଶାର କାରିଗରୀ ବିଦ୍ୟା ଦେଖିବାକୁ ସୁଯୋଗ ନେବାକୁ ଅନୁରୋଧ.

Leave a Reply

Your email address will not be published. Required fields are marked *