ରାଜ୍ୟ

ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ବିଜେଡି ନେତା ପ୍ରଦୀପ ମାଝୀ

Spread the love

ଚର୍ଚ୍ଚାରେ ରାଜନେତାଙ୍କ ପ୍ରେମ ବିବାହ ।ସୂଚନା ଅନୁସାରେ ଗୋଆର ଏକ ରିସର୍ଟରେ ପ୍ରଦୀପଙ୍କ ପଡିବ ହାତ ଗଣ୍ଠି । ବାହାଘର ପୂର୍ବରୁ ସରିଛି ସଂଗୀତ । ଆଜି ହଳଦୀ ପରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିବେ। ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁଙ୍କ ହାତ ଧରିବେ ପ୍ରଦୀପ । ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ପାଠପଢିଛନ୍ତି । ଏହାପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାମ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *