ମନୋରଞ୍ଜନ

“ହ୍ୟାରୀ ପୋଟର”ଫିଲ୍ମର ପ୍ରସିଦ୍ଧ ଅଭିନେତା ସାଇମନ୍ ଫିଶରଙ୍କର ପରଲୋକ

Spread the love

“ହ୍ୟାରୀ ପୋଟର”ଫିଲ୍ମର ପ୍ରସିଦ୍ଧ ଅଭିନେତା ସାଇମନ୍ ଫିଶରଙ୍କର ୬୩ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି ।ଯାହା ପୁରା ହଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।ସାଇମନ ଫିଶରଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର । ବିଦାୟ ଖବର ତାଙ୍କ ପରିବାର ଲୋକଙ୍କୁ ଝଟକା ଦେଇଛି । ତାଙ୍କ ପତ୍ନୀ, ପିଆର୍ ଟିମ୍, ଜାଫ୍ରୀ ମ୍ୟାନେଜର ଏବଂ କିମ୍ ବେରୀଙ୍କ ପକ୍ଷରୁ ତାଙ୍କ ଦେହାନ୍ତ ସୂଚନା ମିଳିଛି ବୋଲି ଜଣାପଡିଛି । କିମ୍ ବେରୀ ଶୋକ ପ୍ରକାଶ କରି ତାଙ୍କର ୧୫ବର୍ଷ ତଳ ପୁରୁଣା ଗୋଟିଏ ଭଲ ବନ୍ଧୁଙ୍କୁ ହରାଇଛନ୍ତି ବୋଲି କହିଛନ୍ତି । ଏଭଳି ଅଭିନେତାଙ୍କ ବିୟୋଗ ହଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି କିମ୍ ବେରୀ ।

Leave a Reply

Your email address will not be published. Required fields are marked *