ରାଜ୍ୟ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ March 24, 2025 mos live Spread the loveଆଜି ଆସିବ ନୂଆ ବିଦ୍ୟୁତ ଟାରିଫ । ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଟାରିଫ ଜାରି କରିବ OERC । ବିଦ୍ୟୁତ କମ୍ପାନୀମାନଙ୍କ ସହ ଆଲୋଚନା ପରେ ଆସିବ ନୂଆ ଟାରିଫ । ଆଜି ଅପରାହ୍ଣ ୪ଟାରେ ଘୋଷଣା କରିବ OERC । ଅନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ବୋର୍ଡର ଉପନିର୍ଦ୍ଦେଶକ ।