ରାଜ୍ୟ

ଘର ଉପରେ ଶୁଖିଲା ଗଛ ପଡି, ମାଆ ଓ ପୁଅ ଆହତ

Spread the love

ଚାଳ ଘରେ ଉପରେ ପଡିଲା ବିରାଟକାୟ ଶୁଖିଲା ଗଛ । ମାଆ ଓ ପୁଅ ଆହତ । ଅଳ୍ପକେ ବର୍ତ୍ତିଗଲେ ବାପା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗାଁରେ ଅଭାବନୀୟ ଘଟଣା ଘଟିଛି  l ଚାଳ ଘର ଉପରେ ପାଖରେ ଥିବା ଶୁଖିଲା ଆମ୍ବ ଗଛ ପଡିଯାଇ ଘର ଭିତରେ ଥିବା ମାଆ ଶାନ୍ତି ଦଳ ବେହେରା ଓ ୭ ବର୍ଷର ପୁଅ ଆହତ ହୋଇଛନ୍ତି  l ଦୁଇ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି  l

Leave a Reply

Your email address will not be published. Required fields are marked *