ରାଜ୍ୟ

ବନ କର୍ମଚାରୀଙ୍କୁ ଗୁଳିମାଡ଼, ୪ ଶିକାରୀ ଗିରଫ

Spread the love

ଶିକାରୀ ଧରିବାକୁ ଯାଇଥିଲେ ହେଲେ ନିଜେ ହେଲେ ଶୀକାର । ପୋଡ଼ାଡିହା ରେଞ୍ଜ ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ ସମୟରେ ବନ ବିଭାଗ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଲେ ଶିକାରୀ । ବନ ବିଭାଗ ଏବଂ ଏସଟିପିଏଫ ମଧ୍ୟ ଫାଙ୍କା ଗୁଳି ଚାଳନା କରିଥିଲେ । ଗତକାଲି ରାତିରେ ପୋଡାଡିହା ବନ ବିଭାଗ ଏବଂ ଏସଟିପିଏଫ ମିଳିତ ଭାବେ ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ କରିଥିଲେ ।ଘଟଣାସ୍ଥଳରୁ ୪ଟି ଦେଶୀ ବନ୍ଧୁକ ଜବତ ହୋଇଛି ।

 

Leave a Reply

Your email address will not be published. Required fields are marked *