ରାଜ୍ୟ

ଭୁବନେଶ୍ବରରେ ପହଞ୍ଚିଲେ ଅମିତ ଶାହ

Spread the love

ସ୍ବତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିଲେ ଶାହ । ଆଉ କିଛି ସମୟ ପରେ ଡିଜିପି/ଆଇଜିପି ସମ୍ମିଳନୀକୁ ଉଦ୍‌ଘାଟନ କରିବେ ।  ସେହିପରି କିଛି ସମୟ ପୂର୍ବରୁ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏହି ଅବସରରେ କମିଶନରେଟ ପୋଲିସ ପକ୍ଷରୁ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।କଡ଼ା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ଵର ବିମାନବନ୍ଦର ।  ଏଠାରେ ପହଞ୍ଚି ରାଜ୍ୟ ଅତିଥି ଭବନକୁ ଯାଉଛନ୍ତି ଡେଲିଗେଟ୍ସ । ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଅତିଥିଭବନକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *