ନକଲି ଡିଏସପିକୁ ବାନ୍ଧିଲା ପୋଲିସ
ନିଜକୁ DSP କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ହୋଇଛି ।ନକଲି ପରିଚୟପତ୍ର ଦେଖାଇ ଲୋକଙ୍କୁ ଚାକିରୀ ଦେବା ନାଁରେ ଠକୁଥିଲା । ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପୋଏଣ୍ଟ ମେଣ୍ଟ ଲେଟର, 2 ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ , କାର, ମୋବାଇଲ ଫୋନ ଜବତ ହୋଇଛି l ସହିଦ ନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ଧରିଲା ପୋଲିସ । ସହିଦ ନଗର ଥାନା ପୋଲିସ ହେପାଜତରେ ଏବେ ନକଲି ଡିଏସପି ।

