odisha

ଟ୍ରକ ସହ ଗଂଜେଇ ଜବତ

Spread the love

ପଡୋଶୀ ବଉଦ ଜିଲ୍ଲାରୁ ବିହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ସମୟରେ ଖବରପାଇ ତରଭା ପାଖରେ ଅବକାରୀ ବିଭାଗ ଟିମ ଛପି ରହିଥିଲେ । ଦୃତ ଗତିରେ ଯାଉଥିବା ଟ୍ରକକୁ ଅଟକାଇ ଯାଂଚ କଲାବେଳେ ସେଥିରୁ ଜରିବସ୍ତାରେ 4ଟି ଗଂଜେଇ ଭର୍ତ୍ତି ବ୍ୟାଗ ବାହାରିଥିଲା । ଜବତ ଗଂଜେଇର ଓଜନ 80 କେଜି ହୋଇଥିବାବେଳେ ଗିରଫ ଗଂଜେଇ ଚାଲାଣକାରୀ ବିହାର ରାଜ୍ୟର ବୋଲି ଜଣାଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ଦାୟର କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *