ମୁଖ୍ୟ ଖବର

ବଲାଙ୍ଗୀର ଜିଲ୍ଲା ସଦର ଥାନା ଡୁମେରଝରନ୍ ଗାଁ ନିକଟ ଜଙ୍ଗରେ ଅଭାବନୀୟ ଘଟଣା

Spread the love

ବଲାଙ୍ଗୀର ଜିଲ୍ଲା ସଦର ଥାନା ଡୁମେରଝରନ୍ ଗାଁ ନିକଟ ଜଙ୍ଗରେ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିନଥିବାବେଳେ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପୁଲିସ୍ ର ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *