ଜାତୀୟରାଜ୍ୟ

ମୁମ୍ବାଇ ଉତ୍କଳ ଦିବସ ରେ ଯୋଗଦେଲେ ଡାକ୍ତର ବିପିନ ବିହାରୀ ମିଶ୍ର

Spread the love

ଉତ୍କଳ ଦିବସ ଅବସରରେ ୧ ଏପ୍ରିଲ ୨୦୨୫ ରାତିରେ ପଲାବା, ଏମ୍‌ମାର୍ (MMR) ଏଳାକାର ଡୋମ୍‌ବିବଲୀରେ ଓଡ଼ିଆ ଲୋକ ଏକତ୍ରିତ ହୋଇଥିଲେ। ପ୍ରାୟ ୫୦୦ ଓଡ଼ିଆ ଲୋକ ସହିତ ମହିଳା ଓ ଶିଶୁମାନେ ଏହି ସମାରୋହରେ ଅଂଶ ଗ୍ରହଣ କରିଥିଲେ।

ଏହି ସମାରୋହରେ ଡାକ୍ତର ବିପିନ ବିହାରୀ ମିଶ୍ର ମୁଖ୍ୟଅତିଥି ହିସାବରେ ଯୋଗ ଦେଇଥିବା ବେଳେ ବି.କେ. ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତଥିଲେ। ସେହିପରି ଅନ୍ୟ ଅନେକ ଅତିଥିମାନେ ମଧ୍ୟ ସମ୍ମିଳିତ ହୋଇଥିଲେ।

ସ୍ଥାନୀୟ ମହିଳାମାନେ ଓ ଶିଶୁମାନେ ସ୍ୱତନ୍ତ୍ର ସାଂସ୍କୃତିକ କାର୍ୟକ୍ରମ ପ୍ରଦର୍ଶିତ କରିଥିଲେ, ଯାହାକି ଦର୍ଶକମାନେ ପ୍ରଶଂସା କରିଥିଲେ। ସମାରୋହକୁ ଶ୍ରୀମତୀ ସ୍ୱତୀ ବାଲ୍, ଶ୍ରୀ ଭିକାରୀ ବାଲ୍ ଉପସ୍ଥାପନା କରିଥିଲେ।

Leave a Reply

Your email address will not be published. Required fields are marked *