odisha

ବୋମା ମାଡ କରି ଲୁଟି ନେଲେ ଗହଣା !!

Spread the love

ସାଲେପୁରରେ ବୋମାମାଡ଼ ପରେ ଲୁଟ୍ ଘଟଣାରେ ତନାଘନା । ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାରରେ ସୁନାଗହଣା ଲୁଟ୍ ଘଟଣାରେ ପୋଲିସର ତନାଘନା । SDPO ଓ ନିଶ୍ଚିନ୍ତକୋଇଲି ଆଇଆଇସିଙ୍କ ମିଳିତ ସହଯୋଗରେ ଆଖପାଖ CCTV ଯାଞ୍ଚ କରିବା ସହିତ ଅନ୍ୟ ଅଞ୍ଚଳକୁ ଯାଇ ମଧ୍ୟ ପୋଲିସ ଖୋଜା ଖୋଜି କରୁଛି ।

ଗତକାଲି ରାତିରେ ବିଦ୍ୟୁତ କାଟର ସୁଯୋଗ ନେଇ ଦୁର୍ବୃତ୍ତମାନେ ବୋମାମାଡ଼ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ଓ ସାଲେପୁର SDPO ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *