ଆଞ୍ଚଳିକରାଜ୍ୟ ରାଜ୍ୟରେ ଅକ୍ଟୋବରରୁ ୨ଟି ପର୍ଯ୍ୟାୟରେ ଆରମ୍ଭ ହେବ ବାଘ ଗଣନା July 31, 2023 admin Spread the loveରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା | ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢମାସ ଧରି ଚାଲିବ ଗଣନା କାର୍ଯ୍ୟ | ଟ୍ରାଞ୍ଜାକ୍ଟ ଆନାଲିସିସ୍ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ଗଣନା, ବାଘ ଗଣନା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂଚନା |