ଦେଶ ବିଦେଶ

ପରିସ୍ଥିତି ଅନୁକୂଳ ନହେଲେ ଲ୍ୟାଣ୍ଡିଂ ସମୟକୁ ଘୁଞ୍ଚାଇ ଦିଆଯାଇପାରେ

Spread the love

ଆସନ୍ତାକାଲି ସନ୍ଧ୍ୟା ୬ଟା ୪ରେ ଲ୍ୟାଣ୍ଡିଂ ପାଇଁ ସମୟ ଧାର୍ଯ୍ୟ ହୋଇଛି । ତେବେ ଏଥିରେ କୌଣସି ତ୍ରୁଟି ଦେଖାଦେଲେ କିମ୍ବା ଲ୍ୟାଣ୍ଡିଂ ପାଇଁ ପରିସ୍ଥିତି ଅନୁକୂଳ ନ ହେଲେ ଲ୍ୟାଣ୍ଡିଂ ସମୟକୁ ଘୁଞ୍ଚାଇ ଦିଆଯାଇପାରେ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ବୈଜ୍ଞାନିକ । ଋଷର ଲୁନା-୨୫ କ୍ରାସ୍‌ ହେବା ପରେ ଅଧିକ ସତର୍କ ହୋଇଛନ୍ତି ଇସ୍ରୋ ବୈଜ୍ଞାନିକ । ଆସନ୍ତାକାଲି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ବି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଇସ୍ରୋ କରିଛି ବିକଳ୍ପ ବ୍ୟବସ୍ଥା ।

Leave a Reply

Your email address will not be published. Required fields are marked *