ଆଞ୍ଚଳିକ

ବାଣୀବିହାର ସ୍ଥିତ ମେଟ୍ରୋ ଟାଓ୍ୱାରରେ ଅଗ୍ନିକାଣ୍ଡ

Spread the love

ବାଣୀବିହାର ସ୍ଥିତ ମେଟ୍ରୋ ଟାଓ୍ୱାରର ପଞ୍ଚମ ମହଲାରେ ଥିବା ଏକ ଅଫିସରେ ନିଆଁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏଥିସହ ଫସିଥିବା ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ଏବଂ ନିଆଁକୁ ମଧ୍ୟ ଆୟତ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *