ଦେଶ ବିଦେଶ

୪୧ ବର୍ଷ ପରେ ଅଶ୍ବ ଚାଳନାରେ ଭାରତକୁ ମିଳିଲା ସ୍ବର୍ଣ୍ଣ

Spread the love

୧୯୮୨ ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା । ହେଲେ ଆଜି ଚୀନରେ ଅଶ୍ୱ ଚାଳନାର ଟିମ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ ୨୦୪.୮୮୨ ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ଓ ହଂକଂ ଚୀନ ୨୦୪.୮୨ ପଏଣ୍ଟ ସହ ତୃତୀୟରେ ସନ୍ତୁଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *