ରାଜ୍ୟ

ଚଳିତ ମାସ ଶେଷ ସୁଦ୍ଧା ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ

Spread the love

ଚଳିତ ମାସରେ ଓଡ଼ିଶା ଆସୁଛନ୍ତି ପିଏମ ମୋଦି । ଆସନ୍ତା 24 ରେ ଓଡ଼ିଶା ଆସିବା ନେଇ ସମ୍ଭାବନା ରହିଛି । ପଶ୍ଚିମ ଓଡିଶାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ତିନି ରାଜ୍ୟରେ ବାଜି ବଦଳାଇ ବିଜୟ ପରେ ପିଏମ ମୋଦିଙ୍କ ପ୍ରଥମ ଓଡ଼ିଶା ଗସ୍ତ । ତେବେ ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିସା ଆସିବା ନେଇ ଜଣାପଡିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏନେଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *