ଆଞ୍ଚଳିକ

ହନିଟ୍ରାପ ମାମଲା: ନିଲାମ ହେବ ଅର୍ଚ୍ଚନା ନାଗଙ୍କ ଗାଡ଼ି !

Spread the love

ହନିଟ୍ରାପ ମାମଲା: ନିଲାମ ହେବ ଅର୍ଚ୍ଚନା ନାଗଙ୍କ ଗାଡ଼ି ! ଗାଡ଼ି ନିଲାମ ପାଇଁ କୋର୍ଟରେ ଆବେଦନ କଲା ଇଡି | ୨ ଗାଡ଼ି ଫୋର୍ଡ ଏଣ୍ଡେଭର ଓ ମହିନ୍ଦ୍ରା ଥାର, ଦୁଇଟି ଗାଡ଼ିର ମୂଲ୍ୟ ସର୍ବନିମ୍ନ ୫୬ ଲକ୍ଷ ରଖିଛି ED | ମନି ଲଣ୍ଡରିଂ ମାମଲାରେ ଦୁଇଟି ଗାଡ଼ି ଜବତ କରିଥିଲା ଇଡି | କିଛିଦିନ ତଳେ ଜାମିନରେ ଆସିଛନ୍ତି ଅର୍ଚ୍ଚନା ନାଗ |

Leave a Reply

Your email address will not be published. Required fields are marked *