ଶିକ୍ଷା ଆଜିଠାରୁ ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା February 15, 2024 mos live Spread the loveଆଜିଠାରୁ ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା, ଏଥର ପରୀକ୍ଷା ଦେବେ ୩୯ ଲକ୍ଷ ଛାତ୍ରଛାତ୍ରୀ । ପରୀକ୍ଷା ୧୦ଟା ୩୦ ମିନିଟରେ ଆରମ୍ଭ ହେଉଥିବାରୁ ପରୀକ୍ଷାର୍ଥୀମାନେ ୧୦ଟା କିମ୍ବା ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ସିବିଏସଇ ପରାମର୍ଶ ଦେଇଛି ।